ବିବାହ, ଡିଭୋର୍ସ, toxic relationship କିମ୍ବା career break ପରେ ତୁମେ ନିଜକୁ ହରାଇଦେଲା କି?
Repair your past, reclaim your power, and rebuild the best life you always desired — with Power, Presence and Purpose. For midlife women (30–50) ready to come out of stuck.
Practical + Spiritual approach | Real life change
🌿 Safe • Private • No Judgment

🎙️ Free Live Webinar — Thursday, 12 November 2026 · 11:00 AM
Repair your past · Reclaim your power · Rebuild your best life — with Power, Presence and Purpose.
📍 Live on Zoom. Register below to save your seat; access details will be provided after registration.
Direct registration link 💌
କାହିଁକି ଏହି Webinar ରେ ଯୋଗ ଦେବେ?
୯୦ ମିନିଟର ଏହି Live session ରେ ତୁମେ ଶିଖିବ ସେହି ୩ଟି ଗୁପ୍ତ ସୂତ୍ର — ଯାହା ତୁମ ଜୀବନର ଦିଗ ବଦଳାଇ ଦେବ।
Law of Attraction
ତୁମର Thought Patterns ବୁଝ
ତୁମ ଭାବନା ହିଁ ତୁମ ଜୀବନ ଗଢ଼େ। ଯେଉଁ negative pattern rejection ଓ criticism ଆକର୍ଷିତ କରୁଛି — ତାହାକୁ ଚିହ୍ନି shift କରିବା ଶିଖିବ।
Why Same Patterns Repeat
Emotional Triggers ଚିହ୍ନ
ସମାନ ପରିସ୍ଥିତି ବାରମ୍ବାର କାହିଁକି ଆସେ? କାରଣ unresolved emotion hidden trigger ସୃଷ୍ଟି କରେ। ସେଗୁଡ଼ିକୁ identify ଓ release କରିବାର ପ୍ରଣାଳୀ ଶିଖିବ।
Self-Worth Rebuild
ନିଜ ମୂଲ୍ୟ ପୁଣି ଗଢ଼
ଯେତେବେଳ ପର୍ଯ୍ୟନ୍ତ ତୁମେ ନିଜର value ବୁଝିବ ନାହିଁ, ଅନ୍ୟ ବି ବୁଝିବେ ନାହିଁ। ଏହାହିଁ ଏହି Webinar ର core teaching।
୯୦ ମିନିଟ ପରେ ତୁମେ ଘରକୁ ନେଇଯିବ…
- ✓ନିଜ thought pattern ଚିହ୍ନିବାର ସ୍ପଷ୍ଟ ଦୃଷ୍ଟି
- ✓Emotional trigger release କରିବାର ସରଳ ପ୍ରଣାଳୀ
- ✓Self-worth ପୁଣି ଗଢ଼ିବାର practical step
- ✓Past hurt ରୁ ମୁକ୍ତ ହେବାର mindset shift
- ✓Power, Presence ଓ Purpose ର ଭିତ୍ତି
- ✓Live Q&A — ସିଧାସଳଖ Srabani didi ଙ୍କୁ ପ୍ରଶ୍ନ କରିବାର ସୁଯୋଗ
🔗 ସିଧାସଳଖ Webinar Registration ପୃଷ୍ଠାକୁ ଯାଆନ୍ତୁ • 🪑 Limited seats
“ଯେତେବେଳେ ଜଣେ ମହିଳା ନିଜ ମୂଲ୍ୟ ବୁଝି ନିଅନ୍ତି, ସାରା ଦୁନିଆ ତାଙ୍କୁ ସମ୍ମାନ ଦିଏ।”
The Journey
Repair · Reclaim · Rebuild
ତିନୋଟି ଗତି — ଯାହା ତୁମକୁ ତୁମ ସର୍ବୋତ୍ତମ ଜୀବନ ପର୍ଯ୍ୟନ୍ତ ନେଇଯିବ, with Power, Presence and Purpose.
Repair
ତୁମର ଅତୀତ ସୁଧାର
Past hurt, guilt, ଓ stuck emotion ରୁ ମୁକ୍ତ ହୁଅ। ଭିତରୁ ଶକ୍ତି ପୁଣି ଜାଗ୍ରତ ହୁଏ।
Reclaim
ତୁମର ଶକ୍ତି ଫେରାଅ
ନିଜ ପରିଚୟ, ସମ୍ମାନ ଓ voice ପୁଣି ନିଜ ହାତରେ ନିଅ। Fully present in your life।
Rebuild
ତୁମର ସର୍ବୋତ୍ତମ ଜୀବନ ଗଢ଼
ଯେଉଁ ଜୀବନ ତୁମେ ସବୁବେଳେ ଚାହୁଁଥିଲ — purpose, freedom ଓ joy ସହିତ।
👉 Repair your past · Reclaim your power · Rebuild your best life

ତୁମେ କି ଏହିପରି ଅନୁଭବ କରୁଛ?
- 💔ସବୁବେଳେ adjust କରୁଛ…
- 💔ନିଜକୁ ହରାଇଦେଇଛ…
- 💔ନିଜ ପ୍ରତି ସମ୍ମାନ ନାହିଁ…
- 💔କାହାରୋ ପାଖରେ ମୂଲ୍ୟ ନାହିଁ…
- 💔ମନରେ ଶାନ୍ତି ନାହିଁ…
- 💔ନିଜ ଜୀବନରେ control ନାହିଁ…
👉 ତୁମେ ଏକା ନୁହଁ… ଏହା ଅନେକ ମହିଳାଙ୍କର କାହାଣୀ।

#1 BestsellerWho I Am
ମୁଁ Srabani Dalal
Identity Rebuilding & Freedom Coach
ମୁଁ ସେହି ମହିଳାମାନଙ୍କୁ ସହଯୋଗ କରେ ଯେମାନେ ଜୀବନର କଷ୍ଟରେ ନିଜକୁ ହରାଇଦେଇଛନ୍ତି।
👉 ମୁଁ କେବଳ କହୁନି… ମୁଁ ଏହାକୁ ଜୀବନରେ ଅନୁଭବ କରିଛି।
The Truth
ସତ୍ୟ କ’ଣ?
ତୁମେ weak ନୁହଁ…
ତୁମକୁ କେବେ guide କରାଯାଇନି।
3C = Life stuck
👉 ପରିବର୍ତ୍ତନ ଆରମ୍ଭ ହୁଏ ଯେତେବେଳେ ତୁମେ responsibility ନିଅ।
My Method
ମୋର ସରଳ ପ୍ରଣାଳୀ – 3 Inner Laws
Self Love
→ ନିଜ ପରିଚୟ
Gratitude
→ ମନରେ ଶାନ୍ତି
Law of Attraction
→ ସ୍ୱାଧୀନତା
👉 Practical + Spiritual = Real Life Change
ଏହି journey ପରେ ତୁମେ…
- ✨ନିଜକୁ ପୁଣି ଚିହ୍ନିବ
- ✨ନିଜ ପ୍ରତି ସମ୍ମାନ ବଢ଼ିବ
- ✨ମନରେ ଶାନ୍ତି ଅନୁଭବ କରିବ
- ✨ନିଜ ଜୀବନର ନିଷ୍ପତ୍ତି ନିଜେ ନେବ

Trust
କାହିଁକି ମୋତେ ଭରସା କରିବେ?
- ✓ମୁଁ ଏହି ଜୀବନକୁ ନିଜେ ଜୀଇଛି
- ✓Cancer ସହିତ ଲଢ଼ି ଆସିଛି
- ✓ନିଜ ଜୀବନକୁ ପୁଣି ଗଢ଼ିଛି
- ✓ଏବେ ଅନ୍ୟ ମହିଳାଙ୍କୁ ସହଯୋଗ କରୁଛି
👉 Real experience. Real transformation.
ମହିଳାମାନେ କ’ଣ କହୁଛନ୍ତି

Srabani didi ର guidance ପରେ ମୁଁ ପୁଣି ନିଜକୁ ଚିହ୍ନିଲି। Divorce ପରେ ଭାଙ୍ଗି ପଡ଼ିଥିଲି, ଏବେ ନିଜ ପାଇଁ ଠିଆ ହେବାର ଶକ୍ତି ପାଇଛି।
ବର୍ଷ ବର୍ଷ adjust କରି ନିଜକୁ ହରାଇଥିଲି। 3 Inner Laws ମୋ ଜୀବନ ବଦଳାଇ ଦେଲା। ମନରେ ଏବେ ଶାନ୍ତି ଅଛି।
Toxic relationship ରୁ ବାହାରି ଆସିବାର ସାହସ Srabani didi ଦେଲେ। VIP group ଏକ ପରିବାର ପରି।

Your Invitation
ତୁମ ପାଇଁ ମୋର VIP WhatsApp Group
ଏଠାରେ ତୁମେ ପାଇବ:
- 🔔Live session notification
- 🎙️Live sessions
- 🪜Step-by-step transformation
- 🤝Emotional support
👉 ତୁମେ ଏଠାରେ ଏକା ନୁହଁ — ତୁମେ guided ହେବ
ଯଦି ତୁମେ ଏଭଳି ରହିବ…
Pain same ରହିବ
Life same ରହିବ
👉 କିନ୍ତୁ ତୁମେ change ଚାହୁଁଛ… ଠିକ୍ କି?
ତୁମେ ଆଉ କେତେଦିନ ଅପେକ୍ଷା କରିବ?
👉 ତୁମର ନୂଆ ଜୀବନ ଆରମ୍ଭ କର
🌿 Safe • Private • Supportive | ⚡ Limited seats